ରତ୍ନଭଣ୍ଡାର ଖୋଲିବା ଦାବିରେ ଚାପ ବଢ଼ାଇଲେ କଂଗ୍ରେସ ଓ ବିଜେପି

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଉଚ୍ଚସ୍ତରୀୟ କମିଟି ଗଠନ କରୁନି ବୋଲି ବିଜେପି ପ୍ରଶ୍ନ କରିଛି ।

Puri Temple

ଶ୍ରୀମନ୍ଦିର(ଫାଇଲ ଫଟୋ)

Ordigital Desk
  • Published: Monday, 16 October 2023
  • Updated: 16 October 2023, 07:12 PM IST

Sports

Latest News

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଏବେ ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ାଇଛନ୍ତି । କଂଗ୍ରେସ ଆଜି ପୁରୀ ଶରଧା ବାଲିରେ ବିଶାଳ ରାଲି କରି ସରକାରଙ୍କ ଚାପ ବଢ଼ାଇଛି । ଆଉ ବିଜେପି ଖୁବଶୀଘ୍ର ପୁରୀ ଗଜପତି ମହାରାଜାଙ୍କୁ ଭେଟି ରତ୍ନଭଣ୍ଡାର ଖୋଲିବାକୁ ପଦକ୍ଷେପ ନେବାକୁ ଦାବି କରିବ । ଶ୍ରୀମନ୍ଦିରର ଚାରିି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣନା ଓ ବେଦାନ୍ତ ପାଇଁ ଅଧିଗୃହୀତ ଜମି ଚାଷୀଙ୍କୁ ଫେରସ୍ତ ଦାବିରେ କଂଗ୍ରେସ ଆଜି ବିଶାଳ ରାଲି କରିଥିଲା । ସେହିପରି ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଉଚ୍ଚସ୍ତରୀୟ କମିଟି ଗଠନ କରୁନି ବୋଲି ବିଜେପି ପ୍ରଶ୍ନ କରିଛି ।

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ବାରମ୍ବାର ଦାବି କରାଯାଉଛି । ସ୍ୱତନ୍ତ୍ର କମିଟି ଗଠନ କରି ରତ୍ନଭଣ୍ଡାର ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା, କିନ୍ତୁ ରତ୍ନଭଣ୍ଡାର କଥାକୁ ଭୁଲି ଯାଇ ଶ୍ରୀମନ୍ଦିର ପରିଚାଳନା କମିଟି "ଡ୍ରେସ କୋର୍ଡ"କୁ ଗୁରୁତ୍ୱ ଦେଉଛନ୍ତିି । ଗତ ଅଗଷ୍ଟ ୪ତାରିଖରେ କମିଟି ଗଠନ ପାଇଁ ରିଜଲ୍ୟୁସନ କରାଯାଇଥିଲା ଓ ସେପ୍ଟେମ୍ବର ୨୯ରେ ହାଇକୋର୍ଟ ଶ୍ରୀମନ୍ଦିର କମିଟି ଗଠନ ନିର୍ଦ୍ଦେଶ ଦେଇଥିଲେ । ରତ୍ନଭଣ୍ଡାର ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବାରମ୍ବାର ଗଣମାଧ୍ୟମରେ ଦୃଢ଼ୋକ୍ତି ବ୍ୟକ୍ତ କରୁଛନ୍ତି । ତେବେ ରତ୍ନଭଣ୍ଡାର ଖୋଲିବା ପାଇଁ କାହିଁକି ଏପର୍ଯ୍ୟନ୍ତ କମିଟି ଗଠନ କରାଯାଇ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

Also Read

ରତ୍ନଭଣ୍ଡାର ଖୋଲିଲେ ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀମାନଙ୍କ ଦ୍ୱନ୍ଦ୍ୱ ଦୂର ହେବ । ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଯଥାଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ବିଜେପି ପ୍ରତିନିଧିମଣ୍ଡଳୀ ଭେଟି ସମସ୍ତ କଥା ବିସ୍ତୃତଭାବେ ଆଲୋଚନା କରାଯିବ ।

ବିଗତ ୪୫ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇ ନାହିଁ । ଖୋଲା ନଯିବାକୁ ନେଇ ଓଡ଼ିଶାବାସୀଙ୍କ ମନରେ ଦ୍ୱନ୍ଦ ରହିଛି, ଯଥାଶୀଘ୍ର ଦୂର କରାଯାଉ । ଗଜପତି ମହାରାଜା ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର କହିସାରିଛନ୍ତିି । ରତ୍ନଭଣ୍ଡାର ପାଇଁ କାହିଁକି କମିଟି ଗଠନ ହେଉନାହିଁ? ଅବସରପ୍ରାପ୍ତ  ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ  ମିଶ୍ର  ଏବଂ ଜିବି. ପଟ୍ଟନାୟକ ଅଛନ୍ତି, ସେମାନଙ୍କ ନେତୃତ୍ୱରେ ତୁରନ୍ତ ରତ୍ନଭଣ୍ଡାର କମିଟି ଗଠନ କରି ରତ୍ନଭଣ୍ଡାର ଖୋଲନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story