୭ ରାଜ୍ୟ ପାଇଁ ୧୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

୭ ରାଜ୍ୟ ପାଇଁ ୧୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଏଥିରେ କିଛି ହେଭିୱେଟ୍‌ ମଧ୍ୟ ରହିଛନ୍ତି। ଉତ୍ତରପ୍ରଦେଶରୁ ରାଜ୍ୟସଭା ପାଇଁ ସୁଧାଂଶୁ ତ୍ରିବେଦୀ ଏବଂ ଆରପିଏନ୍ ସିଂଙ୍କ ନାଁ ଘୋଷଣା କରାଯାଇଛି।

BJP

ବାମରୁ ରାଜ୍ୟସଭା ପ୍ରାର୍ଥୀ ଆରପିଏନ ସିଂ ଓ ସୁଧାଂଶୁ ତ୍ରିବେଦୀ(ଫାଇଲ ଫଟୋ)

Manoranjan Sial
  • Published: Sunday, 11 February 2024
  • Updated: 11 February 2024, 09:23 PM IST

Sports

Latest News

ପାଖେଇ ଆସୁଛି ରାଜ୍ୟସଭା ନିର୍ବାଚନ। ତା’ ପୂର୍ବରୁ ଗୋଟି ଗୋଟି କରି ବିଭିନ୍ନ ରାଜ୍ୟରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛି ବିଜେପି। ଆଜି ୭ଟି ରାଜ୍ୟର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ବିହାର, ଛତିଶଗଡ଼, ହରିୟାଣା, ୟୁପି, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।

Also Read

୭ ରାଜ୍ୟ ପାଇଁ ୧୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଏଥିରେ କିଛି ହେଭିୱେଟ୍‌ ମଧ୍ୟ ରହିଛନ୍ତି। ଉତ୍ତରପ୍ରଦେଶରୁ ରାଜ୍ୟସଭା ପାଇଁ ସୁଧାଂଶୁ ତ୍ରିବେଦୀ ଏବଂ ଆରପିଏନ୍ ସିଂଙ୍କ ନାଁ ଘୋଷଣା କରାଯାଇଛି। ସେହିଭଳି ହରିୟାଣାର ପୂର୍ବତନ ବିଜେପି ସଭାପତି ସୁଭାଷ ବରାଲା ନାଁ ପ୍ରାର୍ଥୀ 
ଭାବେ ଘୋଷଣା ହୋଇଛି। ଆସନ୍ତା ୨୭ ତାରିଖରେ ୧୫ ରାଜ୍ୟର ୫୬ ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story