Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ

ନିକଟରେ ଛତିଶଗଡ଼ ବିଧାନସଭା ନିର୍ବାଚନବେଳେ ଦଳର ଯୋଦ୍ଧା ସାଜି ବୈଜୟନ୍ତ ଛତିଶଗଡ଼ରେ କଠିନ ପରିଶ୍ରମ କରି ବିଜେପିର ସଫଳତାରେ ନିଜର ଭାଗିଦାରୀ ଦେଇଥିଲେ ।

Advertisment

ନିଜର ନିଆରା କର୍ମଶୈଳୀ ଓ ଶ୍ରେଷ୍ଠତା ପ୍ରଦର୍ଶନ କରି ଖୁବ କମଦିନ ମଧ୍ୟରେ ବିଜେପି ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇଛନ୍ତି ବରିଷ୍ଠ ଓଡ଼ିଆ ନେତା ବୈଜୟନ୍ତ ପଣ୍ଡା । ମାସକ ମଧ୍ୟରେ ବିଜେପି ତାଙ୍କୁ ପୁଣି ଏକ ଗୁରୁଦାୟିତ୍ୱ ଦେଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୈଜୟନ୍ତଙ୍କୁ ଚଳିତମାସ ୩ତାରିଖରେ ଦଳର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଥିବା ବିଜେପି ଏବେ ତାଙ୍କୁ ଉତ୍ତରପ୍ରଦେଶ ଭଳି ରାଜ୍ୟର ପ୍ରଭାରୀ ଦାୟିତ୍ୱ ଦେଇଛି । ନିକଟରେ ଛତିଶଗଡ଼ ବିଧାନସଭା ନିର୍ବାଚନବେଳେ ଦଳର ଯୋଦ୍ଧା ସାଜି ବୈଜୟନ୍ତ ଛତିଶଗଡ଼ରେ କଠିନ ପରିଶ୍ରମ କରି ବିଜେପିର ସଫଳତାରେ ନିଜର ଭାଗିଦାରୀ ଦେଇଥିଲେ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp Uttar Pradesh Baijayant Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe