ତୁଟୁନି ଭାଗବଣ୍ଟା !

  • Published: Friday, 08 March 2024
  • , Updated: 08 March 2024, 07:40 PM IST

ବିଜେପି-ବିଜେଡି ସମ୍ଭାବ୍ୟ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ଆଲୋଚନା ଭିତରେ ଦୁଇ ବିଜେଡି ନେତା ଦିଲ୍ଲୀରୁ ଓଡିଶା ଫେରିଛନ୍ତି। ବିଜେଡି ନେତା ଭିକେ. ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଗତକାଲି ଭୁବନେଶ୍ବରରୁ ଏକ ସ୍ୱତନ୍ତ୍ର ଚାର୍ଟର ପ୍ଲେନରେ ଦିଲ୍ଲୀ ଯାଇଥିଲେ। ଉଭୟ ନେତା ସମ୍ଭାବ୍ୟ ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ ଆଲୋଚନା କରୁଥିବା କୁହାଯାଉଛି । ଦେଖନ୍ତୁ ପୂରା ରିପୋର୍ଟ। 

Related story