Advertisment

ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଶାନ୍ତ ବେହେରା, ରୋହିତ ପୂଜାରୀ ଆଗୁଆ; ପଛରେ ପଡ଼ିଗଲେ ଅରିନ୍ଦମ, ଦେବୀ ମିଶ୍ର

୧୪୭ ବିଧାନସଭା ଆସନରେ ଗଣତି ଚାଲିଛି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ବିଜେପି ୭୪ ଆସନରେ ଆଗୁଆ ଥିବା ବେଳେ ବିଜେଡି ୫୭, କଂଗ୍ରେସ ୧୩ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ଅଛନ୍ତି ।

ଅଦ୍ୟତନ ହୋଇଛି
Priti Ranjan Ghadei & Arindam Roy

Priti Ranjan Ghadei & Arindam Roy

Advertisment

ସକାଳ ୮ଟାରୁ ଚାଲିଛି ଭୋଟ ଗଣତି। ୧୪୭ ବିଧାନସଭା ଆସନରେ ଗଣତି ଚାଲିଛି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ବିଜେପି ୭୪ ଆସନରେ ଆଗୁଆ ଥିବା ବେଳେ ବିଜେଡି ୫୭, କଂଗ୍ରେସ ୧୩ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ଅଛନ୍ତି । କିଏ କେଉଁ ଆସନରେ ଆଗୁଆ ଅଛନ୍ତି ଦେଖି ନିଅନ୍ତୁ।

Advertisment

ଆଜି ଚାଲିଥିବା ଭୋଟ ଗଣତିରେ ସୁକିନ୍ଦାରେ ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ, ସାଲେପୁରରେ ବିଜେଡିର ପ୍ରଶାନ୍ତ ବେହେରା ଆଗୁଆ ସମ୍ବଲପୁରରେ ବିଜେଡିର ରୋହିତ ପୂଜାରୀ ଆଗୁଆ ଅଛନ୍ତି।

ଏହାବାଦ ସାଲେପୁରରେ ବିଜେପି ପ୍ରାର୍ଥୀ ଅରିନ୍ଦମ ରୟ, ବଡ଼ମ୍ବା ଦେବୀ ମିଶ୍ର ପଛରେ ପଡ଼ି ଯାଇଛନ୍ତି।

Advertisment

ବସ୍ତା- ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ଆଗୁଆ

ସାଲେପୁର - ବିଜେଡିର ପ୍ରଶାନ୍ତ ବେହେରା ଆଗୁଆ

ଉମରକୋଟ- ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ଆଗୁଆ

ଉଦଳା- କଂଗ୍ରେସର ଦୁର୍ଗା ଚରଣ ଟୁଡୁ ଆଗୁଆ

ଟିଟିଲାଗଡ଼ - ବିଜେପି ପ୍ରାର୍ଥୀ ନବୀନ ଜୈନ ଆଗୁଆ

ତିର୍ତ୍ତୋଲ - ବିଜେଡିର ରମାକାନ୍ତ ଭୋଇ ଆଗୁଆ

ତେଲକୋଇ - ବିଜେପି ପ୍ରାର୍ଥୀ ଫକୀର ନାୟକ ଆଗୁଆ

ତଳସରା - ବିଜେପି ପ୍ରାର୍ଥୀ ଭବାନୀ ଭୋଇ ଆଗୁଆ

ତାଳଚେର - ବିଜେଡି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ଆଗୁଆ

ସୋରଡ଼ା - ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଆଗୁଆ

ସୁନ୍ଦରଗଡ଼ - ବିଜେଡିର ଯୋଗେଶ ସିଂହ ଆଗୁଆ

ସୁକିନ୍ଦା- ବିଜେଡି ପ୍ରାର୍ଥୀ ପ୍ରୀତିରଂଜନ ଘଡ଼ାଇ ଆଗୁଆ

ସୋର- ବିଜେଡିର ମାଧବ ଧଡ଼ା ଆଗୁଆ

ସୋନପୁର- ବିଜେଡିର ନିରଞ୍ଜନ ପୂଜାରୀ ଆଗୁଆ

ସିମୁଳିଆ- ବିଜେପିର ପଦ୍ମଲୋଚନ ପଣ୍ଡା ଆଗୁଆ

ସତ୍ୟବାଦୀ- ବିଜେପି ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ଆଗୁଆ

ସାରସକଣା- ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ଆଗୁଆ

ସାନଖେମୁଣ୍ଡି- ବିଜେଡିର ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଆଗୁଆ

ସମ୍ବଲପୁର- ବିଜେଡିର ରୋହିତ ପୂଜାରୀ ଆଗୁଆ

ରେଙ୍ଗାଲି- ବିଜେଡିର ସୁଦର୍ଶନ ହରିପାଲ ଆଗୁଆ

ରେମୁଣା- ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ଆଗୁଆ

ରାୟଗଡ଼ା- କଂଗ୍ରେସର ଆପଲାସ୍ୱାମୀ କାଡ୍ରାକା ଆଗୁଆ

ରଣପୁର- ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ଆଗୁଆ

ବଡ଼ମ୍ବା- ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳ ବେହେରା

Bjp BjD Odisha Assembly Election 2024 Election Results 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe