ଜୁଲାଇ ଆସିଲା ବିଜେଡିକୁ ବିଜୁଳି ଧକ୍କା ଲାଗିଲା !| Odisha Reporter
ବିଜେଡିର ଠିକ୍ ମନେ ଅଛି ଜୁଲାଇରୁ କହିଥିଲା ମାଗଣା ବିଜୁଳି ବୋଲି। ହେଲେ ଦଳ ଯେ ସରକାରରେ ଆଉ ନାହିଁ ତାହା ବୋଧେ ଦଳ ଭୁଲି ଯାଇଛି। ଜୁଲାଇ ମାସର ପ୍ରଥମ ଦିନରେ ଦଳ ବିଜୁଳି କଥା ମନେ ପକାଇ ସରକାରୀ ଦଳ ବିଜେପିକୁ କରିଛି ଆଟାକ୍। ବିଜେଡି ବିଧାୟକ ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, BJP କହିଥିଲା ୩୦୦ ୟୁନିଟ୍ ମାଗଣା ଦେବେ। ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ନ ହେଉ.... ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
