Advertisment

ଜୁଲାଇ ଆସିଲା ବିଜେଡିକୁ ବିଜୁଳି ଧକ୍କା ଲାଗିଲା !

ଜୁଲାଇ ମାସର ପ୍ରଥମ ଦିନରେ ବିଜେଡି ମାଗଣା ବିଜୁଳି କଥା ମନେ ପକାଇ ସରକାରୀ ଦଳ ବିଜେପିକୁ କରିଛି ଆଟାକ୍।

Advertisment

ବିଜେଡିର ଠିକ୍ ମନେ ଅଛି ଜୁଲାଇରୁ କହିଥିଲା ମାଗଣା ବିଜୁଳି ବୋଲି। ହେଲେ ଦଳ ଯେ ସରକାରରେ ଆଉ ନାହିଁ ତାହା ବୋଧେ ଦଳ ଭୁଲି ଯାଇଛି। ଜୁଲାଇ ମାସର ପ୍ରଥମ ଦିନରେ ଦଳ ବିଜୁଳି କଥା ମନେ ପକାଇ ସରକାରୀ ଦଳ ବିଜେପିକୁ କରିଛି ଆଟାକ୍। ବିଜେଡି ବିଧାୟକ ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, BJP କହିଥିଲା ୩୦୦ ୟୁନିଟ୍ ମାଗଣା ଦେବେ। ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ନ ହେଉ.... ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Bjp BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe