Advertisment

ମନ୍ତ୍ରୀଙ୍କ ନାଁରେ ବୁକିଂ କରି ମଉକା ମାରିନେଲେ ସଚିବ !

ମନ୍ତ୍ରୀଙ୍କ ନାଁରେ ବୁକିଂ ହେଉଛି ହେଲିକପ୍ଟର। ଘାଇଁ ଘାଇଁ ବୁଲୁଛନ୍ତି ସଚିବ। ବିଧାନସଭାରେ ଏମିତି କିଛି ସାଂଘାତିକ ତଥ୍ୟ ଦେଲେ ବିରୋଧି ଦଳର ନେତା।

author-image
Manoj Swain
ଅଦ୍ୟତନ ହୋଇଛି

ମନ୍ତ୍ରୀଙ୍କ ନାଁରେ ବୁକିଂ ହେଉଛି ହେଲିକପ୍ଟର। ଘାଇଁ ଘାଇଁ ବୁଲୁଛନ୍ତି ସଚିବ। ବିଧାନସଭାରେ ଏମିତି କିଛି ସାଂଘାତିକ ତଥ୍ୟ ଦେଲେ ବିରୋଧି ଦଳର ନେତା । କଟକ ଯିବା ପାଇଁ 5-T ସଚିବ ବ୍ୟବହାର କରିଥିଲେ ମନ୍ତ୍ରୀଙ୍କ ହେଲିକପ୍ଟର। ମନ୍ତ୍ରୀଙ୍କ ନାଁରେ ବୁକିଂ ହେଉଥିବା ଚପରକୁ 5ଟି ସଚିବ କାହିଁକି ନେଉଥିଲେ ?

Advertisment
Odisha Bjp Vk Pandian