Advertisment

ମନ୍ତ୍ରୀଙ୍କ ନାଁରେ ବୁକିଂ କରି ମଉକା ମାରିନେଲେ ସଚିବ !

ମନ୍ତ୍ରୀଙ୍କ ନାଁରେ ବୁକିଂ ହେଉଛି ହେଲିକପ୍ଟର। ଘାଇଁ ଘାଇଁ ବୁଲୁଛନ୍ତି ସଚିବ। ବିଧାନସଭାରେ ଏମିତି କିଛି ସାଂଘାତିକ ତଥ୍ୟ ଦେଲେ ବିରୋଧି ଦଳର ନେତା।

ଅଦ୍ୟତନ ହୋଇଛି
Advertisment

ମନ୍ତ୍ରୀଙ୍କ ନାଁରେ ବୁକିଂ ହେଉଛି ହେଲିକପ୍ଟର। ଘାଇଁ ଘାଇଁ ବୁଲୁଛନ୍ତି ସଚିବ। ବିଧାନସଭାରେ ଏମିତି କିଛି ସାଂଘାତିକ ତଥ୍ୟ ଦେଲେ ବିରୋଧି ଦଳର ନେତା । କଟକ ଯିବା ପାଇଁ 5-T ସଚିବ ବ୍ୟବହାର କରିଥିଲେ ମନ୍ତ୍ରୀଙ୍କ ହେଲିକପ୍ଟର। ମନ୍ତ୍ରୀଙ୍କ ନାଁରେ ବୁକିଂ ହେଉଥିବା ଚପରକୁ 5ଟି ସଚିବ କାହିଁକି ନେଉଥିଲେ ?

Advertisment
Bjp Vk Pandian Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe