ଛତିଶଗଡ଼ରେ ଓଡ଼ିଆ ପୁଅଙ୍କ ବାଜିମାତ୍ | Odisha Reporter
ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ବଡ ବିଜୟ ହାସଲ କରିଛି। ଛତିଶଗଡରେ ବିଜେପି ବିଜୟୀ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି। ସେ ହେଉଛନ୍ତି ବିଜେପି ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର। ସେ ରାୟପୁର ଉତ୍ତରରୁ ନିର୍ବାଚନ ଲଢି ପ୍ରାୟ ୨୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
