Advertisment

‘ଜଗନ୍ନାଥଙ୍କ ଆଶୀର୍ବାଦରୁ ବିଧାୟକ ହେଲି’

ଛତିଶଗଡରେ ଓଡ଼ିଆ ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର ବିଜୟୀ ।

author-image
Manoj Swain

ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ବଡ ବିଜୟ ହାସଲ କରିଛି। ଛତିଶଗଡରେ ବିଜେପି ବିଜୟୀ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି। ସେ ହେଉଛନ୍ତି ବିଜେପି ପ୍ରାର୍ଥୀ ପୁରେନ୍ଦ୍ର ମିଶ୍ର। ସେ ରାୟପୁର ଉତ୍ତରରୁ ନିର୍ବାଚନ ଲଢି ପ୍ରାୟ ୨୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଶୁଣନ୍ତୁ ବିଜୟ ପରେ କଣ କହିଥିଲେ ପୁରେନ୍ଦ୍ର ମିଶ୍ର।

Advertisment
Election Results Bjp Chhattisgarh Election Results