Advertisment

ଉପାସନାଙ୍କୁ ବିଜେଡି ପୋଲିଂ ଏଜେଣ୍ଟଙ୍କ ଦୁର୍ବ୍ୟବହାର !

'ବିଜେଡିର ପୋଲିଂ ଏଜେଣ୍ଟ ବିଶ୍ୱଜିତ ବଳିଆର ସିଂ ମୋ ଚରିତ୍ରକୁ ଆକ୍ଷେପ କରି ମୋତେ ଭୋଟ୍‌ ନଦେବା ପାଇଁ ଲୋକଙ୍କୁ କହୁଛନ୍ତି।'

author-image
Manoj Swain

ମତଦାନ ପାଇଁ ଆସିଥିବା ବେଳେ ନିଜ ବୁଥ୍‌ରେ ବ୍ରହ୍ମଗିରି ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କୁ ଦୁର୍ବ୍ୟବହାର କରାଯାଇଛି ! ଦୁର୍ବ୍ୟବହାର କରିଛନ୍ତି ବିଜେଡି ପୋଲିଂ ଏଜେଣ୍ଟ ବିଶ୍ୱଜିତ ବଳିଆର ସିଂ। ଏନେଇ ଉପାସନା ନିଜେ ଅଭିଯୋଗ କରିଛନ୍ତି। ଗତକାଲି ଉପାସନାଙ୍କ ତରଫରୁ ଜଣେ ମହିଳା ସରପଞ୍ଚ ଏନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
2024 General Election Odisha