ଉପାସନାଙ୍କୁ ବିଜେଡି ପୋଲିଂ ଏଜେଣ୍ଟଙ୍କ ଦୁର୍ବ୍ୟବହାର !

  • Published: Sunday, 26 May 2024
  • , Updated: 26 May 2024, 01:14 PM IST

ମତଦାନ ପାଇଁ ଆସିଥିବା ବେଳେ ନିଜ ବୁଥ୍‌ରେ ବ୍ରହ୍ମଗିରି ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କୁ ଦୁର୍ବ୍ୟବହାର କରାଯାଇଛି ! ଦୁର୍ବ୍ୟବହାର କରିଛନ୍ତି ବିଜେଡି ପୋଲିଂ ଏଜେଣ୍ଟ ବିଶ୍ୱଜିତ ବଳିଆର ସିଂ। ଏନେଇ ଉପାସନା ନିଜେ ଅଭିଯୋଗ କରିଛନ୍ତି। ଗତକାଲି ଉପାସନାଙ୍କ ତରଫରୁ ଜଣେ ମହିଳା ସରପଞ୍ଚ ଏନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Related story