Advertisment

ଗୋଳିଆ କଲେ ପାଣ୍ଡିଆନ୍, ଓଲଟାଇଦେବେ ନବୀନ !

କେଉଁ ବିରୋଧୀ କହିଲେ ନବୀନ ଏବେ ଗୃହ ବନ୍ଦୀ, ଆଉ କିଏ କହିଲେ ନବୀନ ପାଣ୍ଡିଆନଙ୍କୁ ଲିଜରେ ଓଡ଼ିଶା ସରକାର ଦେଇଦେଇଛନ୍ତି।

author-image
Manoj Swain

କେଉଁ ବିରୋଧୀ କହିଲେ ନବୀନ ଏବେ ଗୃହ ବନ୍ଦୀ, ଆଉ କିଏ କହିଲେ ନବୀନ ପାଣ୍ଡିଆନଙ୍କୁ ଲିଜରେ ଓଡ଼ିଶା ସରକାର ଦେଇଦେଇଛନ୍ତି। ଆଉ କିଏ ପ୍ରଶ୍ନ କଲେ ପାଣ୍ଡିଆନଙ୍କ ଏମିତି ହାଇ ପ୍ରୋଫାଇଲ୍ ପଲଟିକାଲ୍ ଭିଜିଟ୍ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁ ଜାଣୁଛନ୍ତି ତ । ଆସ୍ତେ ଆସ୍ତେ ଲୋକଙ୍କ ମନରେ ଧାରଣା ସୃଷ୍ଟି ହେଲାଣି ଯେ ନବୀନ ସତରେ କଣ ଆଉ କିଛି କରିପାରୁନାହାଁନ୍ତି।

Advertisment
Odisha Bjp Odisha Politics Vk Pandian