Advertisment

ଗୋଳିଆ କଲେ ପାଣ୍ଡିଆନ୍, ଓଲଟାଇଦେବେ ନବୀନ !

କେଉଁ ବିରୋଧୀ କହିଲେ ନବୀନ ଏବେ ଗୃହ ବନ୍ଦୀ, ଆଉ କିଏ କହିଲେ ନବୀନ ପାଣ୍ଡିଆନଙ୍କୁ ଲିଜରେ ଓଡ଼ିଶା ସରକାର ଦେଇଦେଇଛନ୍ତି।

Advertisment

କେଉଁ ବିରୋଧୀ କହିଲେ ନବୀନ ଏବେ ଗୃହ ବନ୍ଦୀ, ଆଉ କିଏ କହିଲେ ନବୀନ ପାଣ୍ଡିଆନଙ୍କୁ ଲିଜରେ ଓଡ଼ିଶା ସରକାର ଦେଇଦେଇଛନ୍ତି। ଆଉ କିଏ ପ୍ରଶ୍ନ କଲେ ପାଣ୍ଡିଆନଙ୍କ ଏମିତି ହାଇ ପ୍ରୋଫାଇଲ୍ ପଲଟିକାଲ୍ ଭିଜିଟ୍ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁ ଜାଣୁଛନ୍ତି ତ । ଆସ୍ତେ ଆସ୍ତେ ଲୋକଙ୍କ ମନରେ ଧାରଣା ସୃଷ୍ଟି ହେଲାଣି ଯେ ନବୀନ ସତରେ କଣ ଆଉ କିଛି କରିପାରୁନାହାଁନ୍ତି।

Advertisment
Bjp Vk Pandian Odisha Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe