ନିର୍ବାଚନ ପାଇଁ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’, କେବଳ ପ୍ରଚାର ସର୍ବସ୍ୱ: ବିଜେପି

ରୋଜଗାର ଅନ୍ୱେଷଣରେ ବାହାର ଦେଶକୁ ଯାଇଥିବା ଓଡ଼ିଆଙ୍କ ମୃତ ଦେହକୁ ସଠିକ ସମ୍ମାନ ଦେବାରେ ବିଜେଡି ସରକାର ବାରମ୍ବାର  ବିଫଳ ହେଉଥିବାର ବିଭିନ୍ନ ସମୟରେ ଦେଖାଯାଇଛି । ଲକ୍ଷ ଲକ୍ଷ ଓଡ଼ିଆ ଦାଦନ ଖଟିବା ପାଇଁ ରାଜ୍ୟ ଓ ଦେଶ ବାହାରକୁ ଯାଉଛନ୍ତି ।

BJP

Representative image

Ordigital Desk
  • Published: Monday, 10 April 2023
  • Updated: 10 April 2023, 10:16 PM IST

Sports

Latest News

ଦୀର୍ଘ ୨୩ବର୍ଷ ଧରି କ୍ଷମତାସୀନ ବିଜେଡି ସରକାର ପ୍ରବାସୀ ଓଡ଼ିଆମାନଙ୍କ ସ୍ୱାର୍ଥ ପାଇଁ ଚିନ୍ତା କରିନଥିବାବେଳେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟଙ୍କ ଏହି ନିର୍ଦ୍ଦେଶାଳୟ ଖୋଲିବା ନିଷ୍ପତ୍ତି କେବଳ ଏକ ଧୂଆଁବାଣ ଓ ପୁଣି ଓଡ଼ିଶାବାସୀଙ୍କୁ ପ୍ରବଂଚନା ବୋଲି ବିଜେପି କହିଛି ।

ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା କହିଛନ୍ତି ଯେ, ରୋଜଗାର ଅନ୍ୱେଷଣରେ ବାହାର ଦେଶକୁ ଯାଇଥିବା ଓଡ଼ିଆଙ୍କ ମୃତ ଦେହକୁ ସଠିକ ସମ୍ମାନ ଦେବାରେ ବିଜେଡି ସରକାର ବାରମ୍ବାର  ବିଫଳ ହେଉଥିବାର ବିଭିନ୍ନ ସମୟରେ ଦେଖାଯାଇଛି । ଲକ୍ଷ ଲକ୍ଷ ଓଡ଼ିଆ ଦାଦନ ଖଟିବା ପାଇଁ ରାଜ୍ୟ ଓ ଦେଶ ବାହାରକୁ ଯାଉଛନ୍ତି । ଆମ ରାଜ୍ୟରେ ସେମାନଙ୍କ ପାଇଁ କୌଣସି ସ୍ଥାୟୀ ରୋଜଗାରର ପନ୍ଥା ଗ୍ରହଣ ନକରି ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ‘ଓଡ଼ିଶା ପରବାର ନିର୍ଦ୍ଦେଶାଳୟ’ ଖୋଲିବା ପାଇଁ ନିଷ୍ପତ୍ତି ନେବା ବିଜେଡିର ଏହା ଏକ ନିର୍ବାଚନୀ ଚାଲ । କୋଭିଡ୍ ମହାମାରୀ ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଚାଲି ଚାଲି ଓଡ଼ିଶାକୁ ଫେରିଥିଲେ । ଏକ ସ୍ୱତନ୍ତ୍ର ବିଭାଗ ଖୋଲି ସେମାନଙ୍କ ନାମ ପଞ୍ଜିକରଣ ଓ ଡାଟା ବେସ୍ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଥିଲା କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ଏହି ସୁଯୋଗକୁ ହାତଛଡ଼ା କରିଦେଇଥିଲେ । ଏହା ନକରି ଏବେ ନୂତନ ଭାବେ \"ଓଡିଶା ପରିବାର ନିର୍ଦ୍ଦେଶାଳୟ’ କଣ ଆବଶ୍ୟକତା ପଡ଼ିଲା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତିି ।

Also Read

ଏହି ନିର୍ଦ୍ଦେଶାଳୟ ମାଧ୍ୟମରେ ପ୍ରବାସୀମାନଙ୍କର ସୁବିଧା, ସୁଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସମସ୍ୟାକୁ ଦେଖିବା ପାଇଁ କରାଯାଇଛି । ଏହାର ଅର୍ଥ ହେଲା ୨୩ବର୍ଷ ଧରି ରାଜ୍ୟ ସରକାର ପ୍ରବାସୀ ଓଡ଼ିଆମାନଙ୍କର ଦୁଃଖ, ଦୁର୍ଦ୍ଦଶା ଓ ସମସ୍ୟା ପ୍ରତି ଆଖି ବୁଜି ଦେଇଥିଲେ ।  ଓଡିଆଙ୍କ ଆରାଧ୍ୟ ଦେବା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀମନ୍ଦିରର ସୁରକ୍ଷା ଆଜି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରତ୍ନଭଣ୍ଡାରର ଚାବି ଆଜି ପର୍ଯ୍ୟନ୍ତ ଖୋଜି ବାହାର କରିପାରିଲେ ନାହିଁ । ଭକ୍ତମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତିି । ସେହିପରି ସମସ୍ତ ବିଧି ବିଧାନକୁ ଉଲଘଂନ କରି ରାଜ୍ୟ ସରକାର ବେଆଇନ ଭାବେ ବିଜେଡି ନେତାମାନଙ୍କୁ ପ୍ରମୁଖ ସଚିବ,ସଚିବ ପାହ୍ୟା ଦେଇ ଥଇଥାନ କରୁଛନ୍ତି । ଏବେ ଓଡ଼ିଆ ପରିବାର ନିର୍ଦ୍ଦେଶାଳୟ ଖୋଲି ଆଉ କିଛି ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କୁ ଥଇଥାନ କରାଇ ଓଡ଼ିଶାର ଗରିବ ଓ ଖଟିଖିଆ ଟଙ୍କାରେ ମଉଜ୍ ମଜଲିସ କରିବାକୁ ଆଉ ଏକ ମସୁଧା ହୋଇଛି । ପୂର୍ବରୁ ବିଜୁ ଯୁବ ବାହିନୀ ଏବଂ ପିଠା ଯୋଜନା ଭଳି ବହୁ ଯୋଜନା ରାଜ୍ୟ ସରକାରଙ୍କର ପ୍ରଚାର ସର୍ବସ୍ୱ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷାର ବିକୃତ ଉଚ୍ଚାରଣ କରି ଓଡ଼ିଆ ଭାଷା ଓ ସଂସ୍କୃତିକୁ ଅପମାନିତ କରୁଛନ୍ତି, ଯାହାକି ପ୍ରବାସୀ ଓଡ଼ିଆମାନଙ୍କୁ ବେଶ୍ ଜଣା । ଓଡ଼ିଶା ଭାଷା ଆଇନକୁ କଡ଼ାକଡ଼ି ଭାବେ ପାଳନ ପାଇଁ ପ୍ରାବଧାନ ଥିଲେ ମଧ୍ୟ ଓଡ଼ିଶା ରାଜ୍ୟରେ ବିଭିନ୍ନ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ ଲେଖାନହେବା ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ପ୍ରତି ଥିବା ଆନ୍ତରିକତାକୁ ପଦାରେ ପକାଇଛି । "ଓଡିଶା ପରିବାର’ ନାଁରେ ନିର୍ଦ୍ଦେଶାଳୟ ଖୋଲି ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ବିଜେପି କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story