Advertisment

ନିର୍ବାଚନ ପାଇଁ ଓଡ଼ିଶାର ବିଭିନ୍ନ କମିଟି ଘୋଷଣା କଲା ବିଜେପି

କୋର୍‌ କମିଟି, ନିର୍ବାଚନ କମିଟି ଓ ଶୃଙ୍ଖଳା କମିଟି ଆଦି ଘୋଷଣା ହୋଇଛି। ବିଜେପି କୋର୍ କମିଟିରେ ୧୫ ସଦସ୍ୟ ଓ ୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଛନ୍ତି।

BJP Flag

BJP Flag

Advertisment

୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ବିଭିନ୍ନ କମିଟି ଘୋଷଣା କଲା ବିଜେପି। କୋର୍‌ କମିଟି, ନିର୍ବାଚନ କମିଟି ଓ ଶୃଙ୍ଖଳା କମିଟି ଆଦି ଘୋଷଣା ହୋଇଛି। ବିଜେପି କୋର୍ କମିଟିରେ ୧୫ ସଦସ୍ୟ ଓ ୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଛନ୍ତି।

Advertisment

ବିଜେପି କୋର୍ କମିଟିରେ ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ବିଶ୍ୱେଶ୍ୱର ଟୁଡୁ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେ.ଭି. ସିଂଦେଓ, ସମୀର ମହାନ୍ତି, ସୁରମା ପାଢ଼ୀ, ସମ୍ବିତ ପାତ୍ର, ମାନସ ମହାନ୍ତି ରହିଛନ୍ତି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସୁନୀଲ ବଂଶଲ, ବିଜୟପାଲ୍‌ ସିଂ ତୋମାର ଓ ଲତା ଉସେଣ୍ଡି ଅଛନ୍ତି।

ବିଜେପି ନିର୍ବାଚନ କମିଟିରେ ୧୫ ସଦସ୍ୟ ଓ ଜଣେ ଏକ୍ସ ଅଫିସିଓ ସଦସ୍ୟ ଅଛନ୍ତି। ଏହାଛଡ଼ା ୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ମଧ୍ୟ ରହିଛନ୍ତି। ନିର୍ବାଚନ କମିଟିରେ ମନମୋହନ ସାମଲ୍‌, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ବିଶ୍ୱେଶ୍ୱର ଟୁଡୁ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେଭି ସିଂହଦେଓ, ସମୀର ମହାନ୍ତି, ସୁରମା ପାଢ଼ୀ, ସମ୍ବିତ ପାତ୍ର, ମାନସ ମହାନ୍ତି ଅଛନ୍ତି। ନିର୍ବାଚନ କମିଟିରେ ଏକ୍ସ ଅଫିସିଓ ସଦସ୍ୟ ଭାବେ ଐଶ୍ୱର୍ଯ୍ୟା ବିଶ୍ୱାଳ ସାମିଲ ହୋଇଛନ୍ତି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସୁନୀଲ ବଂଶଲ, ତୋମାର ଓ ଲତା ଉସେଣ୍ଡି ରହିଛନ୍ତି।

Advertisment

ବିଜେପି ଶୃଙ୍ଖଳା କମିଟିରେ ମୋଟ୍‌ ୫ ସଦସ୍ୟ ଅଛନ୍ତି। ସେମାନେ ହେଲେ ପ୍ରତାପ ଷଡ଼ଙ୍ଗୀ, ପର୍ଶୁରାମ ମାଝୀ, ନମିତାରାଣୀ ସାହୁ, ସୁଦୀପ୍ତ ରାୟ, ସୁଦର୍ଶନ ନାୟକ। ସେହିପରି ବିଜେପି ଅର୍ଥ କମିଟିରେ ମୋଟ ୧୦ ସଦସ୍ୟ ସାମିଲ ହୋଇଛନ୍ତି। ଅର୍ଥ କମିଟିରେ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ପୂର୍ଣ୍ଣ ମହାପାତ୍ର, ସୁଦର୍ଶନ ଗୋଏଲ, ଦିବାକର ହରିଚନ୍ଦନ, ବିନୋଦ ଦାଶ, ମୁରଲୀ ଶର୍ମା ଓ ଡି. ମୁରଲୀ କ୍ରୀଷ୍ଣା ରହିଛନ୍ତି।

Bjp State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe