'ପାଣ୍ଡିଆନ ନେତା ନା ଅଫିସର?'

'ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ୍ବେବସାଇଟ ତଥ୍ୟ ଅନୁଯାୟୀ ଅଫିସରଙ୍କ ଲିଷ୍ଟରେ ପାଣ୍ଡିଆନଙ୍କ ତଥ୍ୟ କଣ ପାଇଁ ଦିଆଯାଇଛି'

Manoj Swain
  • Published: Thursday, 04 April 2024
  • Updated: 04 April 2024, 05:24 PM IST

Sports

Latest News

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ୍ବେବସାଇଟ ତଥ୍ୟ ଅନୁଯାୟୀ ଅଫିସରଙ୍କ ଲିଷ୍ଟରେ ପାଣ୍ଡିଆନଙ୍କ ତଥ୍ୟ କଣ ପାଇଁ ଦିଆଯାଇଛି, ସେ ଜଣେ ନେତା ନା ଅଫିସର ବୋଲି ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତା ଅନିଲ ବିଶ୍ବାଳ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos