'ପାଣ୍ଡିଆନ ନେତା ନା ଅଫିସର?'

  • Published: Thursday, 04 April 2024
  • , Updated: 04 April 2024, 05:24 PM IST

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ୍ବେବସାଇଟ ତଥ୍ୟ ଅନୁଯାୟୀ ଅଫିସରଙ୍କ ଲିଷ୍ଟରେ ପାଣ୍ଡିଆନଙ୍କ ତଥ୍ୟ କଣ ପାଇଁ ଦିଆଯାଇଛି, ସେ ଜଣେ ନେତା ନା ଅଫିସର ବୋଲି ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତା ଅନିଲ ବିଶ୍ବାଳ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

Related story