Advertisment

ଅରୁଣଙ୍କ ଗଡ଼ରେ ଗଡ଼ବଡ଼!

ଅରୁଣଙ୍କ ଗଡ଼ରେ ଏବେ ସବୁ ଗଡ଼ବଡ଼। ଭୁଶୁଡ଼ିଗଲାଣି ବିଜେଡିର ଗଡ଼ ନୟାଗଡ଼। ମାଡ଼ି ଆସିଲାଣି ବିଜେପି, ମାଡ଼ି ଆସିଲେଣି ରାଣୀ। ହଟାଅ ଅରୁଣ ବଞ୍ଚାଅ ନୟାଗଡ଼ ଡାକରା ଦେଲେଣି। ଶହ ଶହ କର୍ମୀ ଶଙ୍ଖ ଛାଡ଼ି ପଦ୍ମ ଧରିଲେଣି। ଅରୁଣ କ’ଣ କରିବେ ବୋଲି ବିଜେଡି କ୍ୟାମ୍ପରେ ଭାଳେଣି ପଡ଼ିଲାଣି।

author-image
Debendra Prusty

ଅରୁଣଙ୍କ ଗଡ଼ରେ ଏବେ ସବୁ ଗଡ଼ବଡ଼। ଭୁଶୁଡ଼ିଗଲାଣି ବିଜେଡିର ଗଡ଼ ନୟାଗଡ଼। ମାଡ଼ି ଆସିଲାଣି ବିଜେପି, ମାଡ଼ି ଆସିଲେଣି ରାଣୀ। ହଟାଅ ଅରୁଣ ବଞ୍ଚାଅ ନୟାଗଡ଼ ଡାକରା ଦେଲେଣି। ଶହ ଶହ କର୍ମୀ ଶଙ୍ଖ ଛାଡ଼ି ପଦ୍ମ ଧରିଲେଣି। ଅରୁଣ କ’ଣ କରିବେ ବୋଲି ବିଜେଡି କ୍ୟାମ୍ପରେ ଭାଳେଣି ପଡ଼ିଲାଣି। 

Advertisment
Odisha BjD Bjp Naveen Patnaik