ବିଜେପି ମନେରଖିଛି, ବିଜେଡି ଡରୁଛି!

  • Published: Friday, 21 April 2023
  • , Updated: 21 April 2023, 02:02 PM IST

ଝାରସୁଗୁଡ଼ାରେ ମନ୍ତ୍ରୀଙ୍କୁ ପୁଲିସ ମାରିଦେବା କାରଣରୁ ହେଉଛି ନିର୍ବାଚନ। ୨୦୧୯ ପରଠୁ ବରଗଡ଼ ଦେଖିଲାଣି ୪ ଉପନିର୍ବାଚନ। ୨ ବିଧାୟକଙ୍କ ଅକାଳ ମୃତ୍ୟୁରୁ ଆଉ ଗୋଟିଏ ପୁଲିସ ମାରିଦେବାରୁ। ଏଥର କିଛି ପରିବର୍ତ୍ତନ ହେବ ନା ପୁଣି ଶୁଭିବ ଜୟ ନବୀନ? 

Related story