Advertisment

ବିଜେପିର ଡାଉଟ୍ ନବୀନ ରିଅଲ୍ ନା AI ?

୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଣିଥିଲେ 'ଆମ ଗାଁ ଆମ ବିକାଶ ଯୋଜନା'।

author-image
Manoj Swain

ଏବେ ଲାଗୁଛି ସତେ ଯେମିତି ଗାଁ ଲୋକେ ହିଁ ଉଦ୍ଧାର କରିବେ ବିଜେଡିକୁ। ଏଥିପାଇଁ ଗାଁ ଲୋକଙ୍କୁ ଖୁସ କରିବା ପାଇଁ ନବୀନ ଆଣିଛନ୍ତି ନୂଆ ଯୋଜନା। ଟିକେ ମନେ ପକାନ୍ତୁ ୨୦୧୯ ମସିହାର କଥା। ୨୦୧୯ ମସିହା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଣିଥିଲେ 'ଆମ ଗାଁ ଆମ ବିକାଶ ଯୋଜନା'। ବିଜେପି ଆଣିଲା ବଡ଼ ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କୁ AI ମାଧ୍ୟମରେ ଉପସ୍ଥାପିତ କରାଯାଇନି ତ ?

Advertisment
Naveen Patnaik Odisha Bjp