Advertisment

ଏପଟେ ବାଜିଲା, ସେପଟେ ବାଧିଲା!

ମିଶନ ଶକ୍ତି ସଚିବଙ୍କ ଅଡିଓ ବଜାଇ ଚମକାଇ ଦେଲା ବିଜେପି। ଭିତିରିଆ ମିଟିଙ୍ଗର ଅଡିଓ ଟ୍ୟାପ ବଜାଇ ଦେଲା ବିଜେପି। ଅଡିଓ ଟେପ୍ ବଜାଇ ମିଶନ ଶକ୍ତି ସଚିବଙ୍କୁ ଟାର୍ଗେଟ କଲା ଦଳ। ଅଡିଓରେ ସଚିବ ମିଶନ ଶକ୍ତି ଅଧିକାରୀଙ୍କୁ ଅଶ୍ଲୀଳ ଭାଷା କହିଥିବା ବିଜେପି ଅଭିଯୋଗ କରିଛି। ଇଂରାଜୀ ଭାଷାରେ ବୁଲସିଟ୍ ଏବଂ ରବିସ୍ ଭଳି ଶବ୍ଦ କାହିଁକି ସଚିବ ବ୍ୟବହାର କରୁଛନ୍ତି?

author-image
Debendra Prusty

Odisha Mission Shakti Politics Ias Officer Mission Shakti Sujata R.Karthikeyan