ଜୟନାରାୟଣଙ୍କ ସମର୍ଥନରେ ବାହାରିଲା ଦଳ, କଲା କାଉଣ୍ଟର

ବିଜେଡି କହିଲା, ଆଇନ ସମସ୍ତଙ୍କ ପାଇଁ ସମାନ ନା ନାହିଁ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ।

Jitendra Garnayak
  • Published: Friday, 15 November 2024
  • Updated: 15 November 2024, 08:40 PM IST

Sports

Latest News

ବିଜେଡିର ଜୟ ବାଣକୁ କାଉଣ୍ଟର ପାଇଁ ବିଜେପିର ୪ ବାଣ ।  ମହିଳା IICଙ୍କୁ ଚାପୁଡ଼ା ମରା ଘଟଣାରେ ଜୟନାରାୟଣ ମିଶ୍ରଙ୍କୁ ଝଟକା ପରେ ଆରମ୍ଭ ହେଲା ରାଜନୀତି । ବିଜେଡି କହିଲା, ଆଇନ ସମସ୍ତଙ୍କ ପାଇଁ ସମାନ ନା ନାହିଁ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ। ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ବୋଲି କହି ପୁଣି ପୁରୁଣା ଡାଇଲଗ ମାରିଲା ବିଜେଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos