Advertisment

ଜୟନାରାୟଣଙ୍କ ସମର୍ଥନରେ ବାହାରିଲା ଦଳ, କଲା କାଉଣ୍ଟର

ବିଜେଡି କହିଲା, ଆଇନ ସମସ୍ତଙ୍କ ପାଇଁ ସମାନ ନା ନାହିଁ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ।

Advertisment

ବିଜେଡିର ଜୟ ବାଣକୁ କାଉଣ୍ଟର ପାଇଁ ବିଜେପିର ୪ ବାଣ ।  ମହିଳା IICଙ୍କୁ ଚାପୁଡ଼ା ମରା ଘଟଣାରେ ଜୟନାରାୟଣ ମିଶ୍ରଙ୍କୁ ଝଟକା ପରେ ଆରମ୍ଭ ହେଲା ରାଜନୀତି । ବିଜେଡି କହିଲା, ଆଇନ ସମସ୍ତଙ୍କ ପାଇଁ ସମାନ ନା ନାହିଁ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ। ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ବୋଲି କହି ପୁଣି ପୁରୁଣା ଡାଇଲଗ ମାରିଲା ବିଜେଡି।

Advertisment
BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe