ବିଜେପିର ନୂଆ ଫଣ୍ଡାଏମିତି ବଢିବ ଭୋଟ | Odisha Reporter
Advertisment
ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ । ଯେହେତୁ ବିଜେଡିର ନଜର ସହରାଞ୍ଚଳ ଉପରେ ରହିଛି, ତେଣୁ ଶାସକ ଦଳ ଆପଣାଇଛି ନୂଆ ଫଣ୍ଡା। ଗ୍ରାମାଞ୍ଚଳରେ ନିଜ ସ୍ଥିତି ଅଧିକ ମଜବୁତ୍ କରିବାକୁ ବିଜେପି ଏବେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ହାତେଇବା ଆରମ୍ଭ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us