Advertisment

'ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ନଥିବା ସେବାୟତ କେମିତି ଛାଡ଼ିଲେ କାମିଆ ଜାନୀଙ୍କୁ'

ନିର୍ବାଚନ ଯେତିକି ପାଖୋଉଛି କାମିଆ ଜାନି ପ୍ରସଙ୍ଗ ସେତିକି ତୀବ୍ର ହେଉଛି।

Advertisment

ଥମୁନି କାମିଆ ଜାନି ପ୍ରସଙ୍ଗ। ନିର୍ବାଚନ ଯେତିକି ପାଖୋଉଛି କାମିଆ ଜାନି ପ୍ରସଙ୍ଗ ସେତିକି ତୀବ୍ର ହେଉଛି। କାମିଆ ଜାନୀ ପ୍ରସଙ୍ଗରେ ବିଜେପିର ପ୍ରଶ୍ନ ବାଣ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସେବୟାତ ମାନେ ଶ୍ରୀ ମନ୍ଦିର ଭିତରକୁ ଛାଡ଼ି ନଥିବା ବେଳେ କେମିତି କାମିଆ ଜାନୀଙ୍କୁ ଶ୍ରୀ ମନ୍ଦିର ଭିତରକୁ ଛାଡ଼ିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Bjp Pratap Sarangi Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe