ବିଜେପି ପୁଣି ସବୁଠାରୁ ଧନୀ ଦଳ: ରହିଛି ୬,୦୪୬.୮୧ କୋଟିର ସମ୍ପତ୍ତି

୨୦୨୦-୨୧ ଓ ୨୦୨୧-୨୨ ବର୍ଷ ପାଇଁ ବିଜେପି ସମେତ କଂଗ୍ରେସ, ଏନସିପି, ବିଏସ୍‌ପି, ସିପିଆଇ, ସିପିଆଇ(ଏମ), ଟିଏମସି ଓ ଏନପିପି ଭଳି ଦଳ ସେମାନଙ୍କ ସମ୍ପତ୍ତି ମୂଲ୍ୟ ଘୋଷଣା କରିଛନ୍ତି।

ADR

representational image

Hemant Lenka
  • Published: Monday, 04 September 2023
  • Updated: 04 September 2023, 05:38 PM IST

Sports

Latest News

ଦେଶର ୮ ଜାତୀୟ ରାଜନୀତିକ ଦଳ ୨୦୨୧-୨୨ ଆର୍ଥିକ ବର୍ଷରେ ନିଜ ପାଖରେ ରଖିଥିବା ସମ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ସେମାନଙ୍କ ପାଖରେ ମୋଟ ୮,୮୨୯.୧୫ କୋଟି ଟଙ୍କାର ସମ୍ପତ୍ତି ରହିଛି।

ସେହିପରି ପୁଣିଥରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସବୁଠାରୁ ଧନୀ ରାଜନୀତିକ ଦଳର ମାନ୍ୟତା ପାଇଛି। ଦଳ ୬,୦୪୬.୮୧ କୋଟି ଟଙ୍କାର ମାଲିକ ବୋଲି ଘୋଷଣା କରିଛି।

ଏଡିଆର ତା’ ରିପୋର୍ଟରେ କହିଛି ଯେ ୨୦୨୦-୨୧ ବର୍ଷରେ ୮ ଜାତୀୟ ରାଜନୀତିକ ଦଳର ମୋଟ ସମ୍ପତ୍ତିର ମୂଲ୍ୟ ୭,୨୯୭.୬୧ କୋଟି ଟଙ୍କା ଥିଲା। କିନ୍ତୁ ୨୦୨୧-୨୨ରେ ଏହା ୮,୮୨୯.୧୫ କୋଟିରେ ପହଞ୍ଚିଛି।

Also Read

୨୦୨୦-୨୧ ତୁଳନାରେ ବିଜେପିର ସମ୍ପତ୍ତି ମୂଲ୍ୟ ୨୧.୧୭% ବୃଦ୍ଧି ପାଇଛି। ୨୦୨୦-୨୧ରେ ଦଳ ପାଖରେ ୪,୯୯୦.୧୯ କୋଟି ଟଙ୍କାର ସମ୍ପତ୍ତି ରହିଥିଲା। କିନ୍ତୁ ୨୦୨୧-୨୨ରେ ଏହା ୬,୦୪୬.୮୧ କୋଟି ରହିଛି।

କଂଗ୍ରେସର ସମ୍ପତ୍ତି ୧୬.୫୮% ବୃଦ୍ଧି ପାଇଛି। ୨୦୨୦-୨୧ରେ ଦଳର ମୋଟ ସମ୍ପତ୍ତିର ମୂଲ୍ୟ ୬୯୧.୧୧ କୋଟି ରହିଥିଲା। ୨୦୨୧-୨୨ରେ ଏହା ୮୦୫.୬୮ କୋଟି ଅଛି।

ମାୟାବତୀଙ୍କ ବିଏସ୍‌ପି ଏକମାତ୍ର ଜାତୀୟ ରାଜନୀତିକ ଦଳ, ଯାହାର ବାର୍ଷିକ ସମ୍ପତ୍ତି ମୂଲ୍ୟ ହ୍ରାସ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୨୦-୨୧ ତୁଳନାରେ ବିଏସ୍‌ପିର ସମ୍ପତ୍ତି ମୂଲ୍ୟ ୨୦୨୧-୨୨ରେ ୫.୭୪% ହ୍ରାସ ପାଇଛି। ସମ୍ପତ୍ତିର ପରିମାଣ ୭୩୨.୭୯ କୋଟିରୁ ଖସି ୬୯୦.୭୧ କୋଟିରେ ପହଞ୍ଚିଛି।

୨୦୨୧-୨୨ରେ ଟିଏମସିର ସମ୍ପତ୍ତି ପରିମାଣ ସବୁଠାରୁ ଅଧିକ ବଢ଼ିଛି। ଦଳର ସମ୍ପତ୍ତି ମୂଲ୍ୟ ୧୮୨.୦୦୧ କୋଟିରୁ ବଢ଼ି ୪୫୮.୧୦ କୋଟି ଛୁଇଁଛି। ଅର୍ଥାତ ଟିଏମସିର ସମ୍ପତ୍ତିରେ ୧୫୧.୭୦% ଅଭିବୃଦ୍ଧି ହୋଇଛି।

ଏଡିଆର ତା’ ରିପୋର୍ଟରେ କହିଛି ଯେ ଶରଦ ପାୱାରଙ୍କ ଏନସିପିର ସମ୍ପତ୍ତି ମୂଲ୍ୟ ୩୦.୯୩ କୋଟି ଥିଲା। କିନ୍ତୁ ବର୍ଷକ ମଧ୍ୟରେ ଅର୍ଥାତ ୨୦୨୧-୨୨ରେ ଏହା ୭୪.୫୪ କୋଟି ପହଞ୍ଚିଛି। ସିପିଆଇର ସମ୍ପତ୍ତି ମୂଲ୍ୟ ୧୪.୦୫ କୋଟିରୁ ୧୫.୭୨ କୋଟି, ସିପିଆଇ-ଏମର ସମ୍ପତ୍ତି ମୂଲ୍ୟ ୬୫୪.୭୯ କୋଟିରୁ ୭୩୫.୭୭ କୋଟି ଛୁଇଁଛି।

ରିପୋର୍ଟରେ ୮ ଜାତୀୟ ଦଳର ଋଣର ପରିମାଣ ୨୦୨୦-୨୧ରେ ୧୦୩.୫୫ କୋଟି ଟଙ୍କା ରହିଥିଲା। କଂଗ୍ରେସ ମୁଣ୍ଡରେ ସବୁଠାରୁ ଅଧିକ ୭୧.୫୮ କୋଟି ଟଙ୍କାର ଋଣ ବା ବାକି ରହିଛି। ଏହା ପଛକୁ ସିପିଆଇ(ଏମ) ୧୬.୧୦୯ କୋଟି ଟଙ୍କାର ଋଣ କରିଛି।

୨୦୨୧-୨୨ରେ ମଧ୍ୟ କଂଗ୍ରେସ ମୁଣ୍ଡରେ ସର୍ବାଧିକ ୪୧.୯୫ କୋଟି ଟଙ୍କାର ଋଣ ରହିଛି। ସିପିଆଇଏମ ୧୨.୨୧ କୋଟି ଓ ବିଜେପି ୫.୧୭ କୋଟିର ଋଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story