Advertisment

କାହିଁକି ଡରୁଛି ବିଜେଡି ?

ଓଡ଼ିଶାରେ ବିଜେପି 50 ରୁ 60 ସିଟ୍ ପାଇ ଆସିଲେ ବିଜେଡି ସରକାରକୁ ଭାଙ୍ଗିଦେବେ ବୋଲି ପାଣ୍ଡିଆନ କହିବା ପରେ ରାଜ୍ୟ ରାଜନୀତିରେ ହଟ ଚମକ ସୃଷ୍ଟି ହୋଇଛି।

Advertisment

ବିଜେଡିକୁ ଭାଙ୍ଗି ଦେବେ ନା ବିଜେଡି ଆପେ ଭାଙ୍ଗିଯିବ ? ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟକୁ ଆଉ 3 ଦିନ ଥିବା ବେଳେ ଏଭଳି କଥା କାହିଁକି ଉଠିଲା ? କଥା ସେତିକିବେଳେ ଉଠିଛି ଯେତେବେଳେ ନିଜେ ଭିକେ ପାଣ୍ଡିଆନ ସାମ୍ବାଦିକଙ୍କ ଆଗରେ ଏହା କହିଲେ। ବିଜେପି 50 ରୁ 60 ସିଟ ପାଇବା ସମ୍ଭାବନା ରହିଥିବା କହିବା ସହ ମହାରାଷ୍ଟ୍ର ଭଳି ବିଜେଡିକୁ ଓଡିଶାରେ ଭାଙ୍ଗିବା ପାରେ ବିଜେପି ବୋଲି ଆଶାଙ୍କା ପ୍ରକଟ କରିଛନ୍ତି। ଏହାର ଜବାବରେ ବିଜେପି କହିଛି, ବିଜେଡିକୁ କେହି ଭାଙ୍ଗିବ ନାହିଁ, ଦଳ ଆପେ ଆପେ ଭାଙ୍ଗିଯିବ। ତେବେ ଏହାକୁ ନେଇ ଦେଖନ୍ତୁ ଆଲୋଚନା ମନ୍ଥନରେ।

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe