Advertisment

ନୂଆ ଫର୍ମୁଲା ନେଇ ଆସୁଛି ବିଜେପି !

ନୂଆ ଫର୍ମୁଲା ନେଇ ଆସୁଛି ବିଜେପି ! ଡବଲ ଇଞ୍ଜିନ ସରକାର ଓଡିଶାକୁ ଆଣିବା ପାଇଁ ବିଜେପି କରୁଛି ରଣନୀତି।

author-image
Manoj Swain

ନୂଆ ଫର୍ମୁଲା ନେଇ ଆସୁଛି ବିଜେପି ! ଡବଲ ଇଞ୍ଜିନ ସରକାର ଓଡିଶାକୁ ଆଣିବା ପାଇଁ ବିଜେପି କରୁଛି ରଣନୀତି। ଏହି ରଣନୀତି ସଂପର୍କରେ ଆଲୋଚନା ପାଇଁ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Advertisment
Odisha Bjp Manmohan Samal