Advertisment

ଦଳୀୟ ସାଂସଦଙ୍କୁ ବିଜେପିର ହ୍ୱିପ- ଆଜି ସଂସଦରେ ଉପସ୍ଥିତ ରୁହ

ଦଳ ପକ୍ଷରୁ ଏ ସଂକ୍ରାନ୍ତରେ ଗତକାଲି ତିନି ଲାଇନ୍ ବିଶିଷ୍ଟ ହ୍ୱିପ ଜାରି କରାଯାଇଛି।

undefined

BJP

Advertisment

ଆଜି ଲୋକସଭାରେ ଉପସ୍ଥିତ ରହିବାକୁ ନିଜର ସମସ୍ତ ସାଂସଦଙ୍କୁ ହ୍ୱିପ ଜାରି କରିଛି ବିଜେପି। ଦଳ ପକ୍ଷରୁ ଏ ସଂକ୍ରାନ୍ତରେ ଗତକାଲି ତିନି ଲାଇନ୍ ବିଶିଷ୍ଟ ହ୍ୱିପ ଜାରି କରାଯାଇଛି। 

Advertisment

ଚଳିତ ବର୍ଷ ଶୀତକାଳୀନ ଅଧିବେଶନ ଆରମ୍ଭରୁ ସଂସଦରେ ହଙ୍ଗାମା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଶାସକ ଦଳ ଗୃହରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିପାରେ। ତେଣୁ ଏହାକୁ ସମର୍ଥନ ଜଣାଇବାକୁ ଗୃହରେ ଉପସ୍ଥିତ ରହିବାକୁ ସମସ୍ତ ବିଜେପି ସାଂସଦଙ୍କୁ କୁହାଯାଇଥିବା ଚର୍ଚ୍ଚା ହେଉଛି।

ବିଲ୍ ପାସ୍ ବେଳେ କିଭଳି କେନ୍ଦ୍ର ସରକାର କୌଣସି ଅସୁବିଧାରେ ନ ପଡନ୍ତି ସେଥିପ୍ରତି ଦଳ ତରଫରୁ ସତର୍କତା ଅବଲମ୍ବନ କରାଯାଇଛି। ଏପରିକି ଦଳ ତରଫରୁ ଆଗୁଆ ପଦକ୍ଷେପ ନିଆଯାଇ ନିଜର ସମସ୍ତ ସାଂସଦଙ୍କୁ ହ୍ୱିପ୍‌ ଜାରି କରାଯାଇଛି। 

Advertisment
Bjp Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe