ପରିଚୟ ସଙ୍କଟଗ୍ରସ୍ତ ସୁଲତା ଦେଓ ଅଜ୍ଞତା ଓ ମିଛ କହିବାର ସୀମା ଟପିଛନ୍ତି: ବିଜେପି

ଶ୍ରୀମତୀ ମିଶ୍ର ଆଜି ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ଅଜ୍ଞତାର କୌଣସି ଜବାବ ନାହିଁ କି ବିଭ୍ରାନ୍ତ ସୃଷ୍ଟିକାରୀଙ୍କୁ ଆଦୌ କ୍ଷମା ନାହିଁ । ଦୁର୍ଭାଗ୍ୟର କଥା, କୁହାଳିଆ ବିଜେଡି ନେତ୍ରୀ ସାଂସଦ ସୁଲତା ଦେଓଙ୍କ କ୍ଷେତ୍ରରେ ଏବେ ଏଭଳି କିଛି ଦେଖିବାକୁ ଓ ଶୁଣିବାକୁ ମିଳୁଛି ।

Sulata Deo

ବିଜେଡି ସାଂସଦ ସୁଲତା ଦେଓ

Ordigital Desk
  • Published: Tuesday, 27 August 2024
  • Updated: 27 August 2024, 09:57 PM IST

Sports

Latest News

ଦୀର୍ଘଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଇ ଆସୁଥିବା ବିଜେଡି ସାଂସଦ ସୁଲତା ଦେଓଙ୍କୁ ଆଜି କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ସୁଲତା ଦେଓ ଏବେ ପରିଚୟ ସଙ୍କଟର ଶିକାର ହୋଇଛନ୍ତି ଓ ସେ ଅଜ୍ଞତାର ସବୁ ସୀମା ଉଲ୍ଲଘଂନ କରି ଡାହା ମିଛ କହି ବିଭ୍ରାନ୍ତି କରୁଛନ୍ତି ବୋଲି ବିଜେପି ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର କହିଛନ୍ତି ।

ଶ୍ରୀମତୀ ମିଶ୍ର ଆଜି ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ଅଜ୍ଞତାର କୌଣସି ଜବାବ ନାହିଁ କି ବିଭ୍ରାନ୍ତ ସୃଷ୍ଟିକାରୀଙ୍କୁ ଆଦୌ କ୍ଷମା ନାହିଁ । ଦୁର୍ଭାଗ୍ୟର କଥା, କୁହାଳିଆ ବିଜେଡି ନେତ୍ରୀ ସାଂସଦ ସୁଲତା ଦେଓଙ୍କ କ୍ଷେତ୍ରରେ ଏବେ ଏଭଳି କିଛି ଦେଖିବାକୁ ଓ ଶୁଣିବାକୁ ମିଳୁଛି । ଗତକାଲି ମୁମ୍ବାଇରୁ ଆସିଥିବା ଓ ଭୁବନେଶ୍ୱର ବିମାନ ବନ୍ଦରରେ ଜବତ ହୋଇଥିବା ବିପୁଳ ପରିମାଣର ସୁନା ଓ ରୂପାକୁ ଜିଏସଟି ବିଭାଗର ଅଧିକାରୀମାନେ ତଦନ୍ତ କରୁଛନ୍ତି । ଉକ୍ତ ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି । ଏ କଥାକୁ ରାଜ୍ୟବାସୀ ଗଣମାଧ୍ୟମରେ ସ୍ପଷ୍ଟ ଦେଖିଛନ୍ତି ଏବଂ ଶୁଣିଛନ୍ତି । କିନ୍ତୁ 'ପରିଚୟ ସଂକଟ’ର ଶିକାର ହୋଇଥିବା ବିଜେଡି ନେତ୍ରୀ  ଶ୍ରୀମତୀ ଦେଓ ନିଜ ଅଜ୍ଞତାର ସମସ୍ତ ସୀମା ଉଲ୍ଲଂଘନ କରି ସଂପୂର୍ଣ୍ଣ ମିଛ କଥା କହି ବିଭ୍ରାନ୍ତକାରୀ ମନ୍ତବ୍ୟ ଦେଇଛନ୍ତି । ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ଏଭଳି ହୀନ ବକ୍ତବ୍ୟ ପାଇଁ ସୁଲତା ଦେଓ ନିସର୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ନେତ୍ରୀ ଶ୍ରୀମତୀ ମିଶ୍ର ଦାବି କରିଛନ୍ତି ।

Also Read

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ବିଜେଡି ନେତ୍ରୀ ସୁଲତା ଦେଓ ବିଭିନ୍ନ ପ୍ରସଙ୍ଗରେ ଏଭଳି ଅରୁଚିକର ମନ୍ତବ୍ୟ ଦେଉଛନ୍ତି ଯାହାକି ଜଣେ ଜନପ୍ରତିନିଧି ପକ୍ଷେ ଶୋଭନୀୟ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story