ବିଜେପିର ଫୋକସରେ ମହିଳା ଭୋଟ ବ୍ୟାଙ୍କ

ଆଗାମୀ ଦିନରେ ଦେଶର ଦୁଇଟି ସ୍ଥାନରେ ବିଜେପି ବିଶାଳ ମହିଳା ସମାବେଶ କରିବାକୁ ଯାଉଛି। ଆଉ ତା’ ଭିତରୁ ଓଡ଼ିଶାରେ ଗୋଟିଏ ହେବ।

Jitendra Garnayak
  • Published: Monday, 15 January 2024
  • Updated: 15 January 2024, 10:09 PM IST

Sports

Latest News

ବିଜେପିର ଫୋକସରେ ଏବେ ମହିଳା ଭୋଟ ବ୍ୟାଙ୍କ। ବିଜେଡି ନିଜର ବୋଲି ଦାବି କରୁଥିବା ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗିବା ପାଇଁ ବିଜେପିର ବଡ଼ ଯୋଜନା। ଆଗାମୀ ଦିନରେ ଦେଶର ଦୁଇଟି ସ୍ଥାନରେ ବିଜେପି ବିଶାଳ ମହିଳା ସମାବେଶ କରିବାକୁ ଯାଉଛି। ଆଉ ତା’ ଭିତରୁ ଓଡ଼ିଶାରେ ହେବ ଗୋଟିଏ। ମହିଳାଙ୍କ ଭୋଟ ଯେଭଳି ବିଜେପିକୁ ଆସିବ ସେ ନେଇ ଉଦ୍ୟମ ଆରମ୍ଭ କରିଦେଇଛି କେନ୍ଦ୍ର ବିଜେପି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos