Advertisment

ଓଡ଼ିଶାରେ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ ବୈଜୟନ୍ତ

କେନ୍ଦ୍ରାପଡ଼ାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଘନ ଘନ ପ୍ରଚାର। ପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସାମିଲ ।

author-image
Manoj Swain

କେନ୍ଦ୍ରାପଡ଼ାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଘନ ଘନ ପ୍ରଚାର । ପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସାମିଲ । ଓଡ଼ିଶାରେ ବିଜେପି ସରକାର ଆଣିବାକୁ ଆହ୍ୱାନ ଦେଲେ ବୈଜୟନ୍ତ। ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବୈଜୟନ୍ତ ପଣ୍ଡା। ଉପସ୍ଥିତ ଜନସାଧାରଣଙ୍କୁ ସେ କହିଥିଲେ, ଶାସକ ଦଳ ଭୟ ପାଇଁ ଗୋଡ଼ାଇ ଗୋଡ଼ାଇ ଚାହିଁଲା ମେଣ୍ଟ କରିବା ପାଇଁ। 24 ବର୍ଷର ଦୁର୍ନୀତି, ଅଙ୍କ କଷାକଷି ଏଥର ହେବ। ଆମ କାର୍ଯ୍ୟକର୍ତ୍ତାମାନେ ଚାରିଆଡ଼େ କହିଲେ ମେଣ୍ଟ ହେବାର ପ୍ରଶ୍ନ ନାହିଁ । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bjp Baijayant Jay Panda