Advertisment

୩ ରାଜ୍ୟରେ ସରକାର ଗଢ଼ିପାରେ ବିଜେପି

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଆଗୁଆ ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ୩ ରାଜ୍ୟରେ ମ୍ୟାଜିକ୍ ନମ୍ବର ପାର୍ କରିଛି ବିଜେପି।

author-image
Manoj Swain

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଆଗୁଆ ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ୩ ରାଜ୍ୟରେ ମ୍ୟାଜିକ୍ ନମ୍ବର ପାର୍ କରିଛି ବିଜେପି। ରାଜସ୍ଥାନରେ ବିଜେପି ଆଗରେ ଥିବାରୁ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ସେଲିବ୍ରେସନ ଚାଲିଛି।

Advertisment
Bjp Madhya Pradesh Election Election Results Rajasthan Election