ଆଉ ଥରେ ଲୋକଙ୍କୁ ଭୁଆଁ ବୁଲାଇଲେ ସରକାର || Naba Kishore Das Death Case Updates || Odisha Reporter
Advertisment
ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଚାଲିଛି। ଦିନକୁ ଦିନ ନୂଆ ନୂଆ କଥା ସବୁ ପଦାକୁ ଆସୁଛି। ସରକାର ଏଥିରେ ସ୍ୱଛତା ଆଣିବା ପାଇଁ କାଳ ବିଳମ୍ବ ନକରି ହାଇକୋର୍ଟଙ୍କୁ ତଦାରଖ କରିବା ପାଇଁ ଚିଠି ଲେଖିଦେଲେ। ହେଲେ ବିଜେପି ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ଏହି ତଦନ୍ତ ପ୍ରକ୍ରିୟାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us