Advertisment

‘ଚିଠି ଦେଖାନ୍ତୁ ସରକାର’

ନବ ଦାସ ହତ୍ୟା ମାମଲା ତଦନ୍ତ ତଦାରଖ ପ୍ରସଙ୍ଗରେ ଘେରିଲା ବିଜେପି। ତଦନ୍ତ ତଦାରଖ ପାଇଁ ଜଣେ ହାଇକୋର୍ଟ ଜଜଙ୍କୁ ନିଯୁକ୍ତି ପାଇଁ ଚିଠି ଲେଖିଲେ'। କିନ୍ତୁ କେଉଁ ଚିଠି ଆଧାରରେ ଜଷ୍ଟିସ ଦାସଙ୍କୁ ନିଯୁକ୍ତି ଦିଆଗଲା, ଦେଖାନ୍ତୁ’। ନିଯୁକ୍ତି ସଂପର୍କିତ ସେ ଚିଠି ସର୍ବସାଧାରଣଙ୍କୁ ଦେଖାନ୍ତୁ ସରକାର ବୋଲି କହିଲେ ବିଜେପି ବରିଷ୍ଠ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

Odisha Police Odisha Reporter Naveen Patnaik Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe