‘ଗରିବ ରାଜ୍ୟରେ 50 କୋଟିର ପାର୍ଟି ଅଫିସ୍’ | Odisha Reporter
ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଗତ ଦୁଇଦିନ ତଳେ ଦେଇଥିବା ଏକ ବୟାନକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଘେରିଛି ବିଜେପି। ଶାସନଭାର ଠିକ୍ ଭାବେ ସମ୍ଭାଳି ପାରୁନଥିବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଅବସର ନେଇଯାଆନ୍ତୁ ବୋଲି ବିଜେପି କଟାକ୍ଷ କରିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
