Advertisment

‘ଗରିବ ରାଜ୍ୟରେ 50 କୋଟିର ପାର୍ଟି ଅଫିସ୍’

ଯଦି ପାଣ୍ଡିଆନ ଏଭଳି କହୁଛନ୍ତି ତା’ହେଲେ ରାଜ୍ୟରେ ଆଉ ବିଧାୟକ ଓ ମନ୍ତ୍ରୀମାନଙ୍କର ଆବଶ୍ୟକତା ନାହିଁ କି ବୋଲି ବିଜେପି ପ୍ରଶ୍ନ କରିଛି ।

Advertisment

ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଗତ ଦୁଇଦିନ ତଳେ ଦେଇଥିବା ଏକ ବୟାନକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଘେରିଛି ବିଜେପି। ଶାସନଭାର ଠିକ୍ ଭାବେ ସମ୍ଭାଳି ପାରୁନଥିବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଅବସର ନେଇଯାଆନ୍ତୁ ବୋଲି ବିଜେପି କଟାକ୍ଷ କରିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Vk Pandian Bjp BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe