Advertisment

ହଠାତ ରାଗିଗଲେ ଖାରବେଳ, ଫୋପାଡିଦେଲେ ଫୁଲମାଳ

ଖାରବେଳ ସ୍ବାଇଁ ବାଲେଶ୍ୱର ଲୋକସଭା ପାଇଁ ଟିକେଟ୍‌ ଆଶାରେ ଥିଲେ, ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଟିକେଟ୍‌ ଦେବା ପରେ ସେ ସ୍ବାଧୀନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବା ସମୟରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ। ଗତକାଲି ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସକୁ ସ୍ବାଧୀନ ଭାବେ ନାମାଙ୍କନ ଭରିବାକୁ ଆସିଥିବା ଖାରବେଳ ସ୍ବାଇଁ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେଉଥିବା ବେଳେ ଜଣେ ସମର୍ଥକ ତାଙ୍କ ବେକରେ ଫୁଲମାଳ ପକାଇଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଖାରବେଳ ସେହି ସମର୍ଥକଙ୍କୁ ଧକ୍କା ମାରିବା ସହ ଫୁଲମାଳକୁ ଫୋପାଡି ଦେଇଥିଲେ। ସୂଚନାଯୋଗ୍ୟ ଯେ, ଖାରବେଳ ସ୍ବାଇଁ ବାଲେଶ୍ୱର ଲୋକସଭା ପାଇଁ ଟିକେଟ୍‌ ଆଶାରେ ଥିଲେ, ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଟିକେଟ୍‌ ଦେବା ପରେ ସେ ସ୍ବାଧୀନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଖାରବେଳ କାହିଁକି ରାଗିଗଲେ ଶୁଣନ୍ତୁ ଏନେଇ କ'ଣ କହୁଛନ୍ତି ...

Advertisment
Odisha Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe