Advertisment

ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି: ପ୍ରଦୀପ ପୁରୋହିତ

'ତାମିଲ୍ ଗୁଣ୍ଡାଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି। ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ପୁଲିସ ଲଗେଇ ଧମକ୍ ଚମକ୍ ଦେଉଛନ୍ତି।'

author-image
Manoj Swain

ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିଜେପି ନେତା ପ୍ରଦୀପ ପୁରୋହିତ। କହିଲେ, ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି। ତାମିଲ୍ ଗୁଣ୍ଡାଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି। ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ପୁଲିସ ଲଗେଇ ଧମକ୍ ଚମକ୍ ଦେଉଛନ୍ତି। ଭିକେ ପାଣ୍ଡିଆନ ନେତା ନୁହଁନ୍ତି, ସେ ବିଜୁ ଜନତା ଦଳର ମାଲିକ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଦୀପ ପୁରୋହିତ ।

Advertisment
Odisha Bjp Pradip Purohit