Advertisment

ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି: ପ୍ରଦୀପ ପୁରୋହିତ

'ତାମିଲ୍ ଗୁଣ୍ଡାଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି। ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ପୁଲିସ ଲଗେଇ ଧମକ୍ ଚମକ୍ ଦେଉଛନ୍ତି।'

Advertisment

ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିଜେପି ନେତା ପ୍ରଦୀପ ପୁରୋହିତ। କହିଲେ, ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି। ତାମିଲ୍ ଗୁଣ୍ଡାଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି। ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ପୁଲିସ ଲଗେଇ ଧମକ୍ ଚମକ୍ ଦେଉଛନ୍ତି। ଭିକେ ପାଣ୍ଡିଆନ ନେତା ନୁହଁନ୍ତି, ସେ ବିଜୁ ଜନତା ଦଳର ମାଲିକ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଦୀପ ପୁରୋହିତ ।

Advertisment
Bjp Odisha Pradip Purohit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe