Advertisment

'ଚେୟାର ନଥାଇ ଚେୟାରମ୍ୟାନ, ରାଜ୍ୟ ନଥାଇ ରାଜା'

ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ପରେ କ୍ୟାବିନେଟ୍‌ ପାହ୍ୟା ସହ ନବୀନ ଓଡ଼ିଶା ଓ 5Tର ଅଧ୍ୟକ୍ଷ ନିଯୁକ୍ତିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।

ଅଦ୍ୟତନ ହୋଇଛି
Advertisment

ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ପରେ କ୍ୟାବିନେଟ୍‌ ପାହ୍ୟା ସହ ନବୀନ ଓଡ଼ିଶା ଓ 5Tର ଅଧ୍ୟକ୍ଷ ନିଯୁକ୍ତିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସେ କହିଛନ୍ତି, 'ଆପଣ ହଜାରେ ମଠ ମନ୍ଦିର ତିଆରି କରିକି, ଯଦି ଓଡ଼ିଶା ବାସୀଙ୍କ ସାମଗ୍ରିକ ସ୍ବାସ୍ଥ୍ୟ ଖରାପ ହୋଇଗଲା, ତାହେଲେ ତାକୁ ବିକାଶର ନମୁନା ବୋଲି କୁହାଯିବ ନାହିଁ, 2024ରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବନାହିଁ।' ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ ।

Advertisment
Odisha Bjp Pratap Sarangi Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe