\'5 ବର୍ଷର ରିପୋର୍ଟ କାର୍ଡ ଦେଲେ ସମ୍ବିତ\' | Odisha Reporter
୫ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କଲେ ପୁରୀ ବିଜେପି ସାଂସଦ ପାର୍ଥି ସମ୍ବିତ ପାତ୍ର । କହିଲେ, ପୁରୀ ହେଉଛି ମୋ ପରିବାର । ଗତ ନିର୍ବାଚନରେ ପୁରୀ ବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲି ତାହା କୁ ନେଇ ମୁଁ ଏହି ରିପୋର୍ଟ କାର୍ଡ ଜାରି କରୁଛି । ମୁଁ ବୋଧେ ପ୍ରଥମ ହରିଥିବା ପ୍ରାର୍ଥୀ ଯିଏ ତାର ରିପୋର୍ଟ କାର୍ଡ ଲୋକଙ୍କ ଆଗରେ ଜାରି କରୁଛି । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
