‘ରତ୍ନଭଣ୍ଡାର ଖୋଲିବା ସରକାରଙ୍କ ଦାୟିତ୍ବ’ | Odisha Reporter
ରତ୍ନଭଣ୍ଡାର ଲେଜର ସ୍କାନିଂକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିଲେ ସମୀର ମହାନ୍ତି । ରତ୍ନଭଣ୍ଡାର ନ ଖୋଲି ଲେଜର ସ୍କାନିଂ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ସମୀର କହିଛନ୍ତି । ରତ୍ନଭଣ୍ଡାର ଖୋଲିବା ଦାୟିତ୍ୱ ସଂପୂର୍ଣ୍ଣ ସରକାରଙ୍କର । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
