‘ରତ୍ନଭଣ୍ଡାର ଖୋଲିବା ସରକାରଙ୍କ ଦାୟିତ୍ବ’

  • Published: Sunday, 05 November 2023
  • , Updated: 05 November 2023, 07:03 PM IST

ରତ୍ନଭଣ୍ଡାର ଲେଜର ସ୍କାନିଂକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିଲେ ସମୀର ମହାନ୍ତି । ରତ୍ନଭଣ୍ଡାର ନ ଖୋଲି ଲେଜର ସ୍କାନିଂ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ସମୀର କହିଛନ୍ତି । ରତ୍ନଭଣ୍ଡାର ଖୋଲିବା ଦାୟିତ୍ୱ ସଂପୂର୍ଣ୍ଣ ସରକାରଙ୍କର । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ । 

Related story