Advertisment

ମୁଢ଼ି ଖାଇଲେ, ରାତିସାରା ନବୀନ ବନ୍ଦନା ଗାଇଲେ

ଗାଁ ଦାଣ୍ଡରେ ଯେମିତି ସଂକୀର୍ତ୍ତନ ହୁଏ, ଠିକ ସେମିତି ଥାନା ଆଗରେ ଚାଲିଛି ବିଜେପି ନେତାଙ୍କ ସଂକୀର୍ତ୍ତନ। ଅଭିନବ ଢ଼ଙ୍ଗରେ ପ୍ରତିବାଦ ସାଙ୍ଗକୁ ଗୀତ ମାଧ୍ୟମରେ ନବୀନଙ୍କୁ ପ୍ରଶ୍ନ। ଦିନକୁ ଦିନ ବଲାଙ୍ଗିର ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଲାଣି। କେଭି ସିଂଦେଓ ଓ ବିଜେପି କର୍ମକର୍ତ୍ତାମାନେ ରାଜ୍ୟ ମୁଖିଆ ତଥା ଗୃହମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ଗାନ କରିଛନ୍ତି ଅଭିନବ ବନ୍ଦନା।

Naveen Patnaik Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe