ଭୁବନେଶ୍ୱର ବିଜେପି ପାର୍ଟି ଅଫିସରେ ମିଠା ବାଣ୍ଟିଲେ | Odisha Reporter
୩ ରାଜ୍ୟରେ ସରକାର ଗଢ଼ିପାରେ ବିଜେପି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଆଗୁଆ ରହିଛି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ସେଲିବ୍ରେସନ ଚାଲିଛି। ପରସ୍ପରକୁ ମିଠା ଖୁଆଇ ବାଜା ବଜାଇ ସମସ୍ତେ ବିଜେପିର ବିଜୟ ଉତ୍ସବ ମନାଇଛନ୍ତି । ଦେଖନ୍ତୁ ସେହି ସମୟର ଦୃଶ୍ୟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
