୩ ରାଜ୍ୟରେ ବିଜେପି ଆଗୁଆ, ଓଡ଼ିଶାରେ ବିଜୟ ଉତ୍ସବ

  • Published: Sunday, 03 December 2023
  • , Updated: 03 December 2023, 04:03 PM IST

୩ ରାଜ୍ୟରେ ସରକାର ଗଢ଼ିପାରେ ବିଜେପି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଆଗୁଆ ରହିଛି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ସେଲିବ୍ରେସନ ଚାଲିଛି। ପରସ୍ପରକୁ ମିଠା ଖୁଆଇ ବାଜା ବଜାଇ ସମସ୍ତେ ବିଜେପିର ବିଜୟ ଉତ୍ସବ ମନାଇଛନ୍ତି । ଦେଖନ୍ତୁ ସେହି ସମୟର ଦୃଶ୍ୟ ।

Related story