Advertisment

କଟକ, ଜଗତସିଂହପୁର ଓ ଯାଜପୁର ଲୋକସଭା ଆସନରେ ବିଜେପି ଆଗୁଆ

କଟକ, ଜଗତସିଂହପୁର ଓ ଯାଜପୁର ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ଆଗରେ ଅଛି ବିଜେପି ।

undefined

BJP Logo

Advertisment

ଏଥର ବିଧାନସଭା ପରି ଲୋକସଭାରେ ବି ଟ୍ରେଣ୍ଡ କରୁଛି ବିଜେପି। କଟକ, ଜଗତସିଂହପୁର ଓ ଯାଜପୁର ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ଆଗରେ ଅଛି ବିଜେପି ।

Advertisment

କଟକରେ ବିଜେଡି ପ୍ରାର୍ଥୀ ସତୃପ୍ତ ମିଶ୍ରଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଭତ୍ତୃହରି ମହତାବ ଆଗରେ ଅଛନ୍ତି। ଜଗତସିଂହପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଆଗୁଆ ଅଛନ୍ତି। ସେହିପରି ଯାଜପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ବେହେରା ଆଗରେ ଅଛନ୍ତି।

ଏହା ପୂର୍ବରୁ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, କଳାହାଣ୍ଡି, କେନ୍ଦ୍ରାପଡ଼ା, ବ୍ରହ୍ମପୁର , ସମ୍ବଲପୁର ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି।

Advertisment
Bjp BjD Odisha Assembly Election 2024 Election Results 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe